ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷକ ଆଇନ ଏବଂ ବିଦ୍ୟୁତ ଆଇନ ବାତିଲ ପାଇଁ ତହସିଲ ଅଫିସ ଆଗରେ ବିକ୍ଷୋଭ ଓ ଦାବି ପାତ୍ର ପ୍ରଦାନ

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର (ଦେବବ୍ରତ ମିତ୍ର) : ଆଜି ଦିନ ୧୧ ଟା ସମୟରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ତହସିଲର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ ବିଲ୨୦୨୦ ଏବଂ କୃଷକ ବିଲ ବିରୁଦ୍ଧରେ ପ୍ରତିବାଦ କରିଥିଲେ ।ସେମାନେ ଅଭିଯୋଗ କରିଛନ୍ତି ଯେ ବିଦ୍ୟୁତ ବିଲ୨୦୨୦ ଏବଂ କୃଷକ ବିଲ ଆସିବା ପରେ ଗରିବ ଲୋକମାନଙ୍କ ଓ ଚାଷୀ ମାନଙ୍କ ଦୁର୍ଦ୍ଦଶା ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଏଥିପାଇଁ ସରକାର ଦାୟୀ । ସେଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ତହସିଲଦାର ଙ୍କ ଅନୁପସ୍ଥିତି ରେ ତାଙ୍କର କାର୍ଯ୍ୟାଳୟ କର୍ମଚାରୀ ଙ୍କୁ ପ୍ରଦାନ କରିଥିଲେ । ଉକ୍ତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ବହୁ ସଂଖ୍ୟକ ଚାଷୀ ଓ ସାଧାରଣ ଲୋକ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଦେଇଥିଲେ ।

Please Share

Leave a Reply

Your email address will not be published. Required fields are marked *