ପଦ୍ମପୁର:- ପାଇକମାଲ ଛକ ନିକଟରେ ବିଜୁ ଏକ୍ସପ୍ରେସ୍ ରାସ୍ତା କୁ ଲାଗିରହିଥିବା ଉତ୍କଳ ଗ୍ରାମିଣ ବ୍ୟାଙ୍କ ଟି ଅବସ୍ଥିତ lହେଲେ ରାସ୍ତା କଡକୁ ଲାଗି ଏକ ଅସ୍ଥାୟୀ ପରିତ୍ୟକ୍ତ ଡ୍ରେନ ସତେ ଯେମିତି ସୁଏଜ କେନାଲ ଟିଏ ଯିବା ଦ୍ୱlରା ବ୍ୟାଙ୍କ କୁ ଆସୁଥିବା ଗ୍ରାହକ ମାନଙ୍କୁ ସୁଏଜ କେନାଲ(ଡ୍ରେନ)ପାର ହେବାକୁ ପଡୁଛି lଏଣୁ ତୁରନ୍ତ ବ୍ୟାଙ୍କ କତୃପକ୍ଷ ଏ ଦିଗରେ ଆଇନତଃ ପଦକ୍ଷେପ ନେବା ସାଙ୍ଗକୁ ସୁ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି । ନିରଂଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତିଓଡିଶା ପଦ୍ମପୁର
ଉତ୍କଳ ଗ୍ରାମିଣ ବ୍ୟାଙ୍କ ସାମ୍ନା ରେ ସୁଏଜ କେନାଲ !
Click for Any Complaint Regarding This News
AAA Online Services