୧୩.୧୧.୨୦୧୯  ମୁଖ୍ୟ ଖବର (କ୍ରାନ୍ତି ଓଡ଼ିଶା)

Advertisement
Advertisement
Click for Any Complaint Regarding This News
AAA Online Services

୧୩.୧୧.୨୦୧୯ ମୁଖ୍ୟ ଖବର

ଆଜିଠୁ ବିଧାନସଭା : ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ
ବିଜେଡି, ବିଜେପି ବିଧାୟକ ଦଳ ବୈଠକ ଆଜି

କଟକ : ବାଲିଯାତ୍ରା ଉଦ୍‍ଘାଟିତ
ଓରମାସ୍‍ ଷ୍ଟଲ,ତୈଳ ଏବଂ ଗ୍ୟାସ ପାଭିଲିଅନ୍‌ ଉଦ୍‌ଘାଟିତ

ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା : ୧୭୦୦ରୁ ଊର୍ଦ୍ଧ୍ବ ଷ୍ଟଲ, ଏଥର ରିକ୍ସା ଓ ସାଇକଲରେ ମଜା ନେବେ ଦର୍ଶକ

‘ଲିମ୍‌କା ରେକର୍ଡସ୍‌’ରେ ଜଗାବଳିଆଙ୍କ ଅସ୍ତ୍ରୋପଚାର
ଜଗା ବଳିଆଙ୍କ ସଫଳ ଅସ୍ତ୍ରୋପଚାର ସମଗ୍ର ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛି: ପ୍ରଫେସର ମହାପାତ୍ର

ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ଆସୁଛି ଶୀତ : ଦାରିଙ୍ଗବାଡ଼ିରେ ୧୧କୁ ଖସିଲା ପାରଦ

ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ପ୍ରସଙ୍ଗ : ଆଜି ସାମ୍ବିଧାନିକ ପୀଠର ରାୟ

ବିଧାୟିକା ଭାବେ ଗୃହରେ ଶପଥ ନେବେ ରୀତା ସାହୁ
ବିଧାନସଭାରେ ବିଧାୟିକାଙ୍କ ସଂଖ୍ୟା ୧୫

ଇନ୍‌ଡୋର ଷ୍ଟାଡିୟମ ବୁଲିଦେଖିଲେ ବିଶ୍ବ କୁସ୍ତି ମହାସଂଘ ପ୍ରତିନିଧି
କଟକରେ ଏସୀୟ କୁସ୍ତି ପ୍ରତିଯୋଗିତା ଆସନ୍ତାବର୍ଷ ଫେବୃୟାରୀ ୧୮ରୁ

ଜାମ୍ମୁ କାଶ୍ମୀରବାସୀଙ୍କୁ ୧୧ଲକ୍ଷ ୩୫ ହଜାର ସ୍ୱାସ୍ଥ୍ୟ କାର୍ଡ ଜାରି

୧୮ରୁ ସଂସଦର ଶୀତକାଳୀନ ଅଧିବେଶନ : ୧୭ରେ ଉପରାଷ୍ଟ୍ରପତି ଡାକିଲେ ସର୍ବଦଳୀୟ ବୈଠକ

ରାସ୍ତାରେ ଓଲଟିଲା ମାଛ ବୋଝେଇ ଟ୍ରକ୍; ପୁଲିସଠୁ ଜନତା ଗୋଟାଇଲେ ମାଛ

ଝାଡ଼ଖଣ୍ଡରେ ବିଜେପିକୁ ଝଟ୍‌କା, ନିର୍ବାଚନ ପୂର୍ବରୁ ହାତ ଛାଡ଼ିଲା ଏଲଜେପି

Please Share

Leave a Reply

Your email address will not be published. Required fields are marked *