ରାଜଗାଙ୍ଗପୁର  ଲାଇନ ଛକ ଠାରେ ମର୍ମନ୍ତୁଦ ଦୁର୍ଘଟଣା : ଘଟଣା ସ୍ଥଳରେ ଦୁଇ ମୃତ

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର (ଦେବବ୍ରତ ମିତ୍ର) ରାଜଗାଙ୍ଗପୁର ଠାରୁ ସାତ କିଲୋମିଟର ଦୁର ଲାଇନ ଛକଠାରେ ଏହା ଭୟଙ୍କର ଦୁର୍ଘଟଣା ଘଟିଅଛି । ପ୍ରତୀକ୍ଷ ଦର୍ଶୀଙ୍କ ସୂଚନା ମୁତାବକ କାର କୁ ଜୋରଦାର ଧକ୍କା ମାରିଲା ବାଇକ  । ବାଇକ ଏବଂ କାର ମଧ୍ୟରେ ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ବହୁ ଦୁର ପର୍ଯ୍ୟନ୍ତ ଏହାର ପ୍ରଚଣ୍ଡ ଶବ୍ଦ ଲୋକମାନେ ଶୁଣିପାରିଥିଲେ । ତେବେ ବାଇକ ଚାଲକ ଓ ବାଇକ ଆରୋହୀ ବାଇକରୁ ଛିଟିକି ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ସୂଚନା ଅନୁଯାୟୀ ଦୁର୍ଘଟଣା ଅତ୍ୟନ୍ତ ବିଭତ୍ସ ତଥା ହୃଦୟବିଦାରକ ଥିଲା । କାର ଚାଳକ ଜଣକ ଏଥିରୁ ବର୍ତ୍ତୀ ଯାଇଥିଲେ।

Please Share

Leave a Reply

Your email address will not be published. Required fields are marked *