ଜଗନ୍ନାଥ ପ୍ରେମୀଙ୍କ ଦର୍ଶନ ନିମନ୍ତେ ଜାନୁଆରୀ 3 ରୁ ଖୋଲିବ ଶ୍ରୀମନ୍ଦିର !

Advertisement
Advertisement
Click for Any Complaint Regarding This News
AAA Online Services

ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱୋପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତାବ ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାରଙ୍କ ଅନୁମତି ମିଳିଲା ପରେ ଶ୍ରୀମନ୍ଦିର ଖୋଲାଯିବ। ତେବେ ମନ୍ଦିର ଖୋଲିଲା ପରେ ମଧ୍ୟ  କଟକଣା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି । ଦର୍ଶନ ବ୍ୟବସ୍ଥା ପାଇଁ  ରାଜ୍ୟ ସରକାରଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ଏସ୍ଓପି ଜାରି କରାଯିବ ପରେ ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି ।

  1. ଯଦି ମନ୍ଦିର ଖୋଲିବା ନେଇ ସରକାର ଅନୁମତି ପ୍ରଦାନ କରନ୍ତି ତେବେ ପ୍ରାଥମିକ ଭାବେ ପ୍ରଥମେ ୪/୫ ଦିନ ପୁରୀ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ।
  2. ନୂଆ ବର୍ଷର ଭିଡ଼ ଦୃଷ୍ଟିରୁ ଜାନୁଆରୀ ୧ ଏବଂ ୨ ତାରିଖରେ ଦର୍ଶନ ବନ୍ଦ ରହିବ।
  3. ୩ ତାରିଖ ଠାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ କରାଯିବ।
  4. ୩ ତାରିଖ ଠାରୁ ପୁରୀ ସହ ବାହାର ଲୋକ ଦର୍ଶନ କରିପାରିବେ।।
  5. ଦର୍ଶନ ଆରମ୍ଭ ହେଲେ ମାସ୍କ ଓ ସନିଟାଇଜର ବାଧ୍ୟତାମୂଳକ ହେବ ।
Please Share

Leave a Reply

Your email address will not be published. Required fields are marked *