କୃଷକ ଆନ୍ଦୋଳନରେ ଦେଶଦ୍ରୋହୀଙ୍କ ପୋଷ୍ଟର ବିବାଦ ବଢିଲା

Advertisement
Advertisement
Click for Any Complaint Regarding This News
AAA Online Services

କୃଷକ ଆନ୍ଦୋଳନରେ ଦେଶଦ୍ରୋହୀ ମାନଙ୍କ ପୋଷ୍ଟର ବିବାଦ ବଢିବାରେ ଲାଗିଛି । ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ଏହା କେବେବି ଗ୍ରହଣୀଯ ନୁହଁ ବୋଲି ମତ ଦେଇଥିବା ବେଳେ ଆଜି ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଗୁରୁବାର ଦିନ ମାନବ ଅଧିକାର ଦିବସ ଅବସରରେ ଟିକରି ସୀମାରେ ଏକ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ଓମାର ଖାଲିଦ, ଶାର୍ଜିଲ ଇମାମ, ଗୌତମ ନବଲାଖା, ସୁଧା ଭରଦ୍ୱାଜ, ଭାରଭାରା ରାଓ ଏବଂ ଅନ୍ୟମାନଙ୍କ ମୁକ୍ତି ପାଇଁ କୃଷକ ପ୍ଲାଟଫର୍ମରେ ଏକ ପୋଷ୍ଟର ଲଗାଯାଇଥିଲା।

Please Share

Leave a Reply

Your email address will not be published. Required fields are marked *