ପ୍ରଖ୍ୟାତ କୋରିଓଗ୍ରାଫର ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କୁ ହୃଦଘାତ

Advertisement
Advertisement
Click for Any Complaint Regarding This News
AAA Online Services

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ କୋରିଓଗ୍ରାଫର ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ରେମୋ ଡି’ସୁଜା ଆଜି ଅପରାହ୍ନରେ ହୃଦଘାତରେ ହୋଇଥିଲା ଏବଂ ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ଧୀରବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଏଠାରେ ସୂଚନା ଯୋଗ୍ୟ ଯେ ଡାକ୍ତରଖାନାରେ ପହଞ୍ଚିବା ପରେ ରେମୋଙ୍କ ଆଙ୍ଗିଓଗ୍ରାଫି କରିବାକୁ ପଡିଥିଲା । ରେମୋ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଥିବା ବେଳେ ତାଙ୍କ ପରିବାର ସଦସ୍ୟ ତାଙ୍କ ସହିତ ଡାକ୍ତରଖାନାରେ ଉପସ୍ଥିତ ଥିବା ଜଣା ପଡିଛି

Please Share

Leave a Reply

Your email address will not be published. Required fields are marked *