ବିଜେପି ଓ ଟିଏମସି ମଧ୍ୟରେ ତିକ୍ତତା ବୃଦ୍ଧି : ଦିଲ୍ଲୀର ବଙ୍ଗ ଭବନ ଉପରେ ଟେକା ମାଡ

Advertisement
Advertisement
Click for Any Complaint Regarding This News
AAA Online Services

ବଙ୍ଗଳାରେ ଜେପି ନଡଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ପରେ ବିଜେପି ଓ ଟିଏମସି ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଆଜି ବିଜେପି କର୍ମୀମାନେ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ଦିଲ୍ଲୀ ସ୍ଥିତ ବାସଭବନର କାନ୍ଥରେ କଳା ରଙ୍ଗ ବୋଳି ଥିଲେ । ଅଭିଷେକ ବାନାର୍ଜୀଙ୍କ ବାସଭବନର କାନ୍ଥ ବୋଳିବା ସହ ଦିଲ୍ଲୀର ବଙ୍ଗ ଭବନ ଉପରେ ଟେକା ଫିଙ୍ଗା ଯାଇଥିଲା । ତେବେ ଘଟଣା ପରେ ବଙ୍ଗ ଭବନ ର ସୁରକ୍ଷା ବୃଦ୍ଧି କରାଯାଇଛି ।

Please Share

Leave a Reply

Your email address will not be published. Required fields are marked *