ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାର ଅଞ୍ଚଳରେ ଗୁଳିକାଣ୍ଡ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର; ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାର ଅଞ୍ଚଳରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଅଛି । ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରାଯାଇ ଅଛି । ତେବେ ଗୁଳିମାଡ଼ରୁ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ଏକ ବାଇକରେ ୩ ଯୁବକ ଅଚାନକ ଆସି ଗୁଳିମାଡ଼ କରି ଚମ୍ପଟ ହୋଇ ଯାଇଥିଲେ । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼  କରାଯାଇଥିବା ଆଶଙ୍କା କରାଯାଉଛି ।

Please Share

Leave a Reply

Your email address will not be published. Required fields are marked *