ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇଛି । ଏ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ମାଗିଥିଲା ଯାହାକୁ ଆଜି ଭୁବନେଶ୍ୱର SDJM କୋର୍ଟ ମଞ୍ଜୁର କରିଛନ୍ତି । ତେବେ ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚ କାଲି ଠାରୁ ରିମାଣ୍ଡରେ ନେବ । ଏଠାରେ ସୂଚନା ଯୋଗ୍ୟ ଯେ ଅୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲା ରେ ଆଇ ଏଫ ଏସ (IFS) ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜେରା କରାଯାଇଥିଲା । ଜେରା ପରେ ଆକାଶ ଟାଟା ଚାକିରି କରାଇଦେବା ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ଜଣାପଡ଼ିଥଲା । ପରେ ଠକେଇ ମାମଲାରେ ଗିରଫ ହୋଇ ଆକାଶ ପାଠକ ଜେଲରେ ଅଛନ୍ତି।
ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
Click for Any Complaint Regarding This News
AAA Online Services