ଏଣିକି ଭାରତ ର ପ୍ରତ୍ୟେକ ଗ୍ରାମାଞ୍ଚଳ ହେବ ୱାଇଫାଇ ସଂଯୁକ୍ତ

Advertisement
Advertisement
Click for Any Complaint Regarding This News
AAA Online Services

ଏଣିକି ଭାରତ ର ପ୍ରତ୍ୟେକ ଗ୍ରାମାଞ୍ଚଳ ହେବ ୱାଇଫାଇ ସଂଯୁକ୍ତ । ମାଗଣାରେ ଗ୍ରାମାଞ୍ଚଳ ର ଗ୍ରାମବାସୀ ପାଇବେ ଇଣ୍ଟରନେଟ୍‌ ସେବା। ୱାଇଫାଇ ଜରିଆରେ ବ୍ୟବହାରକାରୀ ଇଣ୍ଟରନେଟ୍‌ ସୁବିଧା ପାଇବେ। ଏଥିପାଇଁ କେନ୍ଦ୍ର ସରକାର ପିଏମ-ବାଣୀ ନାମକ ଏକ ନୂତନ ଯୋଜନା ଆରମ୍ଭ କରିବେ। ପିଏମ-ବାଣୀ ଯୋଜନା ଅନୁଯାୟୀ କେନ୍ଦ୍ର ସରକାର  ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ଯୋଗାଇଦେବେ। ଦୂର ସଂଚାର ମନ୍ତ୍ରୀ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର ଏହି ସୂଚନା ଦେଇଛନ୍ତି। ପ୍ରସାଦ କହିଛନ୍ତି ଯେ ପିଏମ ୱାଇ-ଫାଇ ଆକସେସ୍ ନେଟୱାର୍କ ଇଣ୍ଟରଫେସ୍ (ପିଏମ୍ ଭାନି) ଦେଶର ଇଣ୍ଟରନେଟ ଜଗତରେ ଏକ ବଡ ବିପ୍ଳବ ଆଣିବ।

Please Share

Leave a Reply

Your email address will not be published. Required fields are marked *