ଖପ୍ରାଖୋଲ ବ୍ଲକରେ ବିଧାୟକ ଙ୍କ ଦ୍ବାରା ଭତ୍ତା ବଣ୍ଟନ

Advertisement
Advertisement
Click for Any Complaint Regarding This News
AAA Online Services

ଖପ୍ରାଖୋଲ (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ସୋମବାର ବିଧାୟକଙ୍କ ଦ୍ବାରା ଭତ୍ତା ବଣ୍ଟନ କାର୍ଯକ୍ରମରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯକ୍ରମରେ ବିଡିଓ ତରଣୀ ସୁନା ଙ୍କ ଅଧ୍ୟକ୍ଷତାରେ ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ,ଓଡିଆପାଲି,ମାଲପଡା,ଘୁନସର,ଲାଠୋର ପଞ୍ଚାୟତ ର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ।ଏହି ଅବସରରେ ଜିପିଇଓ ସୁଶାନ୍ତ ପାଣି,ଏସିଇଓ ସ୍ମୃତିରେଖା ସାହୁ,ପଞ୍ଚୁଦେବ ସାହୁ,ପ୍ରମୁଖ ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *