ଭୁବନେଶ୍ୱର: ତ୍ରାହି ଅଚ୍ୟୁତ୍ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ର ଆଜି ପରଲୋକ ଘଟିଛି । ସୁଚନା ଯୋଗ୍ୟ ଯେ ଗତ କିଛି ଦିନ ହେଲା ଅସୁସ୍ଥତା ଯୋଗୁ ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ଝିଣ୍ଟି ଶାସନସ୍ଥିତ ଆଶ୍ରମରେ ପୋଥି ଦେଖି ଭାଗ୍ୟ ଭବିଷ୍ୟତ କହି ସେ ଲୋକପ୍ରିୟତା ହାସଲ କରିଥିଲେ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଶ୍ରମରେ କେଳେଙ୍କାରୀ ଓ ଜମିଜମା ବିବାଦ ନେଇ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା।
ତ୍ରାହି ଅଚ୍ୟୁତ୍ ଆଶ୍ରମର ପ୍ରତିଷ୍ଠାତା ବହୁ ଚର୍ଚ୍ଚିତ ସୁର ବାବାଙ୍କ ଦେହାନ୍ତ
Click for Any Complaint Regarding This News
AAA Online Services