ରକ୍ତଦାନ ଶିବିର ଅନୁଷ୍ଠିତ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୂର୍ଲା ଗ୍ରାମ ରେ ଶିବ ଶାନ୍ତି ୟୁଥ ୟୁନିଅନ ଯୁବକ ମାନଙ୍କର ଦ୍ୱାରା ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମୁଦାୟ ୪୧ ଜଣ ଯୁବକ ରକ୍ତ ଦାନ କରିଛନ୍ତି l ସଭାପତି ଡୋଲାମଣୀ ତାଣ୍ଡି, ସମ୍ପାଦକ ଦେବେନ୍ଦ୍ର ମାଝୀ, ଜଗଦିଶ ସାହୁ, ଜିତେନ୍ଦ୍ର କୁମ୍ଭାର, ତରଣୀ ସାହୁ ସମେତ କ୍ଳବ ର ସମସ୍ତ ଯୁବକ ସହଯୋଗ କରିଥିଲେ l ତୂର୍ଲ୍ଲା ଭଳି ଗୋଟିଏ ଛୋଟ ଗ୍ରାମ ରେ ପ୍ରଥମ ଥର ପାଇଁ ରକ୍ତ ଦାନ ଶିବିର ଆୟୋଜନ କରି ଶିବଶକ୍ତି ୟୁଥ୍ ୟୁନିୟନ ଅଞ୍ଚଳ ରେ ପ୍ରଶଂସନୀୟ ର ପ୍ରିୟ ପାତ୍ର ହୋଇପାରିଛନ୍ତି l ପଦ୍ମପୁର ରକ୍ତ ଦାନ ଭଣ୍ଡାର ର କର୍ମଚାରୀ ସଂଗ୍ରାମ କେଶରୀ ମହାନ୍ତ, ଦିପକ ସାହୁ, ହିତେଶ ସାହୁ, ରିତେଶ, ହିମାଂଶୁ ସୁନା, ଜିତେନ୍ଦ୍ରିୟ ଗୁପ୍ତା, ନୃପତି କୁମ୍ଭାର, କେଶରୀ ଶ୍ରୀଦାର ପ୍ରମୁଖ ରକ୍ତ ଦାନ ଶିବିର ରେ ସହଯୋଗ କରିଥିଲେ lସଭାପତି ଡୋଲାମଣି ତାଣ୍ଡି ଆଗକୁ ଏକ ମେଗା ରକ୍ତ ଦାନ ଶିବିର ହେବ ବୋଲି ସର୍ବ ସମ୍ମୁଖରେ ଘୋଷଣା କରିଛନ୍ତି । ଯୁବକ ମାନଙ୍କର ଏହି ରକ୍ତ ଦାନ ଶିବିର ଆୟୋଜନ ପାଇଁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି l ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଂଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *