ଭୁବନେଶ୍ବର : ଏଣିକି କେବଳ ଯେ ବାଇକ୍ ଚାଳକ ହେଲମେଟ୍ ପିନ୍ଧିବେ ତାହା ନୁହେଁ ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ ଏନେଇ ରାଜ୍ୟ ପରିବହନ ବିଭାଗ ଆଜି ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।ରାଜ୍ୟ ପରିବହନ ବିଭାଗ ଆହୁରି କହିଛନ୍ତି ଯେ ଯଦି ବାଇକ୍ରେ ବସିଥିବ ଦୁଇ ଜଣଙ୍କ ମଧ୍ୟରୁ କେହି ଜଣେ ବି ହେଲ୍ମେଟ୍ ନପିନ୍ଧିଥାନ୍ତି ତେବେ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରି ଦିଆଯିବ ।
ରାଜ୍ୟ ପରିବହନ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ବାଇକ୍ ଚାଳକ ସହ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍ମେଟ୍ ପିନ୍ଧିବାକୁ ବାଧ୍ୟ ; ନପିନ୍ଧିଲେ ବାତିଲ ହେବ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍
Click for Any Complaint Regarding This News
AAA Online Services