ମର୍ମନ୍ତୁଦ ସଡକ ଦୁର୍ଘଟଣା :ଚାଲିଗଲା ବାପା-ପୁଅଙ୍କ ଜୀବନ ; ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଗୁରୁତ୍ତର ମା-ପୁଅ

Advertisement
Advertisement
Click for Any Complaint Regarding This News
AAA Online Services

ବାଇକକୁ ଧକ୍କା ଦେଲା ବୋଲେରୋ  ଆଉ ଧକ୍କା ରେ  ଚାଲିଗଲା ବାପା-ପୁଅଙ୍କ ଜୀବନ , ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଗୁରୁତ୍ତର ଭାବେ ଆହତ ମା-ପୁଅ | ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରର ତୁଷୁରାରେ  ।  ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କରଳାମୁଣ୍ଡା ବ୍ଲକ ରିଷିଡା ଗାଁ ର ମାନକୁନୁ ରଣା ନିଜ ଦୁଇ ପୁଅ ଓ ସ୍ତ୍ରୀ ସହ ତୁଷୁରାରୁ ଏକ ବାଇକ ଯୋଗେ ଘରକୁ ଯାଉଥିବା ସମୟରେ ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା । ବାଇକ ଓ ବୋଲେରୋ ଧକ୍କା ହେବା ପରେ ଘଟଣାସ୍ଥଳରେ ବାପା ଓ ତିନି ବର୍ଷର ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ମା ଓ ୧ ବର୍ଷର ପୁତ୍ରଙ୍କୁ ଗୁରୁତର ଅବସ୍ଥାରେ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଅଛି ।

Please Share

Leave a Reply

Your email address will not be published. Required fields are marked *