BIG BREAKING : ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ଉପଲବ୍ଧ ହେବ କାରୋନା ଟୀକା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisement
Advertisement
Click for Any Complaint Regarding This News
AAA Online Services

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାରୋନା ଟୀକା ସମ୍ବନ୍ଧିତ ଏକ ଗୁରୁତ୍ୱୋପୂର୍ଣ ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ଭାରତୀୟ କାରୋନା ଟୀକା ତିଆରି ହୋଇଯିବ ଅର୍ଥାତ ଟୀକା ପରୀକ୍ଷଣ ର ସମସ୍ତ ପର୍ଯ୍ୟାୟ ସମାପ୍ତ କରିବା ସହ ସାଧାରଣ ଲୋକଙ୍କ ଉପରେ ବ୍ୟବହାର ଉପାଯୋଗୀ ଘୋଷିତ ହେବ । ଏହା ପରେ ବୈଜ୍ଞାନିକ ମାନଙ୍କ ଅନୁମୋଦନ ପରେ ସାଧାରଣ ଲୋକଙ୍କ ନିମନ୍ତେ ଏହା ଉପଲବ୍ଧ ହେବ। ତେବେ ଭାରତରେ କାରୋନା ଟୀକା ପ୍ରଥମେ ବୃଦ୍ଧ ଲୋକ ମାନଙ୍କ ପାଇଁ ଉପଲବ୍ଧ ହେବା କଥା   ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଭାରତ କାରୋନା ଟୀକାର ଉଚିତ ଓ ତ୍ଵରିତ ଆବଣ୍ଟନ ନିମନ୍ତେ ଏକ ବିଶେଷ ସୋଫ୍ଟୱେୟାର ପ୍ରସ୍ତୁତ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ମାନେ ଭାରତ ସରକାର ସହ ମିଶି କାରୋନା ଟୀକାର ସୂଚାର ବିତରଣ ନିମନ୍ତେ କମ କରୁଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି ।

Please Share

Leave a Reply

Your email address will not be published. Required fields are marked *