ବିଜେପି ର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର  ଉଦଯାପିତ

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର(ଦେବବ୍ରତ ମିତ୍ର) : ରାଜଗାଙ୍ଗପୁର ସୁମିତ୍ରା ମ୍ୟାରେଜ ହଲ ବାଣ୍ଟୁପଡା ଚାଲିଥିବା ବିଜେପି ର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଅଛି । ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଆଜି ବହୁ ନେତା ଓ କର୍ମୀ ଉପସ୍ଥିତ ରହି ପ୍ରଶିକ୍ଷଣ ସଭାରେ ଯୋଗ ଦେଇଥିଲେ ।ବିଜେପି ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ରହି ନିଜ ନିଜର ବିଚାର ଓ ବିଜେପିର ନିତି,ଆଦର୍ଶ କୁ କିପରି ବ୍ୟବହାର କରି ସାଧାରଣ ଲୋକ ଙ୍କ ନିକଟରେ ପହଞ୍ଚିବେ ସେନେଇ ବିତୃତ ଭାବେ କର୍ମୀ ଙ୍କୁ ଉପଦେଶ ଦିଆଯାଇଥିଲା ପରିଶେଷରେ ସମସ୍ତ ନୁତନ ପଦ ଅଧିକାରୀ ଙ୍କୁ ସ୍ନମାନ ଓ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।

Please Share

Leave a Reply

Your email address will not be published. Required fields are marked *