ରାଜଗାଙ୍ଗପୁର ( ଦେବବ୍ରତ ମିତ୍ର ) : ବହୁ ପ୍ରତିକ୍ଷିତ ଏବଂ ବିବାଦୀୟ ଟ୍ରକ ମାଲିକ ସଂଘ ନିର୍ବାଚନ ମଇଦାନରେ ୨୯ ଜଣ ପ୍ରାର୍ଥୀ । ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘର ନିର୍ବାଚନ ଚଳିତ ମାସ ୯ ତାରିଖରେ ଅନୁଷ୍ଠିତ ହେବ । ବିଭିନ୍ନ ପଦବୀ ପାଇଁ ହେବାକୁଥିବା ଏହି ନିର୍ବାଚନ ରେ ଜୟଯୁକ୍ତ ହେବା ପାଇଁ ୨୯ ଜଣ ପ୍ରାଥି ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସବୁଠାରୁ ଅଧିକ ପ୍ରାର୍ଥୀ ସଭାପତି ଓ କେସିଅର ପାଇଁ ନିର୍ବାଚନ ରେ ଅବତୀର୍ଣ୍ଣ ହୋଇଛନ୍ତି । ସମସ୍ତଙ୍କ ଅପେକ୍ଷା ନିର୍ବାଚନ ଫଳାଫଳ ଉପରେ ରହିଛି।
ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘର ନିର୍ବାଚନ : ଆଠଟି ପଦବୀ ପାଇଁ ୨୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ
Click for Any Complaint Regarding This News
AAA Online Services