ବାଘଝରନ୍ ଜୁନାନିବାହାଲ ରାସ୍ତା ରେ ଦୂର୍ଘଟଣା ଜଣେ ମୃତ

Advertisement
Advertisement
Click for Any Complaint Regarding This News
AAA Online Services

ବଲାଙ୍ଗୀର : (କ୍ରିଷ୍ଣା ସେଠୀ)ବାଘଝରନ୍ ଜୁନାନୀବାହାଲ ରାସ୍ତା ମଧ୍ୟ ଏକ କର୍ଲଭଟ ପାଖରେ ବାଇକ୍ ଦୂର୍ଘଟଣା ଘଟି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ ନାନ୍ଦୁପଲା ଗାଁ ର ଆଇସଲାଲ୍ ବେହେରା ନିଜ ଗାଁ ନାନ୍ଦୁପଲା ଆସୁଥିବା ସମୟରେ ରାତି ୯ଟା୧୦ଟା ମଧ୍ୟରେ କୈାଣସି କାରଣରୁ ବାଇକ୍ ଉପରୁ ଭାରସାମ୍ୟ ହରାଇ ବାରୁ ବାଇକ୍ ସହିତ ପୁଲିଆ ତଳକୁ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସକାଳୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ବ୍ୟକ୍ତିଙ୍କ ଫୋନ୍ ରୁ ଫୋନ୍ କରି ତାଙ୍କ ସମ୍ପର୍କୀୟ ମାନଙ୍କୁ ଜଣାଇ ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।  ଙ୍କ ରିପୋର୍ଟ

Please Share

Leave a Reply

Your email address will not be published. Required fields are marked *