ଆଜି ବିଶ୍ୱ ଏଡସ୍ ଦିବସ

Advertisement
Advertisement
Click for Any Complaint Regarding This News
AAA Online Services

ପ୍ରତିବର୍ଷ, 1 ଡିସେମ୍ବରରେ, ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ | ଏହି ଦିନ ସାରା ବିଶ୍ୱରେ ଲୋକଙ୍କୁ ଏଚ୍‌ଆଇଭି ବିରୋଧରେ ଲଢାଇରେ ଏକଜୁଟ ହେବାକୁ, ଏଚ୍‌ଆଇଭିରେ ଆକ୍ରାନ୍ତ ଲୋକଙ୍କୁ ସମର୍ଥନ ଜଣାଇବାକୁ ଏବଂ ଏଡସ୍ ସମ୍ବନ୍ଧୀୟ ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ସ୍ମରଣ କରିବାକୁ ଏକ ସୁଯୋଗ ପ୍ରଦାନ କରିଥାଏ। ଏହା ସହ ସାଧାରଣ ଲୋକ ମାନଙ୍କୁ ଏଡସ୍ ଠାରୁ କିପରି ନିଜକୁ ସୁରକ୍ଷିତ ରଖା ଯାଇ ପାରିବ ଆସେ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥାଏ । ଏହି ବର୍ଷ ବିଶ୍ୱ ଏଡସ୍ ଦିବସର ବିଷୟବସ୍ତୁ ହେଉଛି “ବିଶ୍ୱ ଏକତା, ଅଂଶୀଦାର ଦାୟିତ୍ୱ”(Global solidarity, shared responsibility) । 

Please Share

Leave a Reply

Your email address will not be published. Required fields are marked *