କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରବାଦୀ ସେବାଶ୍ରମ ରେ ଶୀତ ବସ୍ତ୍ର ବଣ୍ଟନ

Advertisement
Advertisement
Click for Any Complaint Regarding This News
AAA Online Services

ଚଳିତ ବର୍ଷର ରାଷ୍ଟ୍ରବାଦି ସେବାଶ୍ରମ ତରଫରୁ ବରୀ ଅଞ୍ଚଳ ର ବିଭିନ୍ନ ଜାଗା ରେ ସେବା କାର୍ଯ୍ୟ କରାଯାଉଛି।ଏହି କ୍ରମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ର ବାଦି ସେବାଶ୍ରମ ଠାରେ ଆଶ୍ରମ ତରଫରୁ ଅର୍ଣ ଯଜ୍ଞ ଓ ଶୀତ ବସ୍ତ୍ର ପ୍ରଦାନ କରାଗଲା।ଏହି କାର୍ଯ୍ୟକ୍ରମ ରେ ଆଶ୍ରମ ର ପ୍ରତିଷ୍ଠାତା ସଭାପତି ଆଶୁତୋଷ ପରିଡ଼ା,ମାର୍ଗ ଦର୍ଶକ ମହେଶ ତ୍ରିପାଠୀ, ସମ୍ପାଦକ ରବୀନ୍ଦ୍ର ଜେନା, କବୀର୍ ଦାସ, ଦ୍ରୀତି ରଞ୍ଜନ ବାରିକ , ମନୋଜ ମହାପାତ୍ର, ଅଭିନ ପୃଷ୍ଟି, ସୁଶାନ୍ତ ସାହୁ, ସଂଗ୍ରାମ ପଲେଇ, ଜଗନ୍ନାଥ ପରିଡ଼ା, ପୀତବାସ ପରିଡ଼ା, ଶ୍ରୀକାନ୍ତ ଜେନା, ବିବେକ ସାହୁ, ସଂଗ୍ରାମ ଦାସ, ସ୍ମୃତି ରଞ୍ଜନ ବେହେରା, ଦୀପକ୍ ଭରଦ୍ୱାଜ ପ୍ରମୁଖ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *