ଭୟଙ୍କର ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଥିବା ଲୋକମାନଙ୍କୁ ସାହାଯ୍ୟ ର ହାତ ବଢାଇଲା New Life Social Work Organisation ; ଅନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ

Advertisement
Advertisement
Click for Any Complaint Regarding This News
AAA Online Services

କଟକ (ମନୋରଞ୍ଜନ ତରାଇ): ଆଜିକୁ ପ୍ରାୟ ୫ ଦିନ ତଳେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ କଟକ CDA 11 ନିକଟସ୍ଥ ଏକ ବସ୍ତିରେ ଭୟାଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ରେ ୧୨ ଟି ପରିବାରର ବାସଗୃହ ଏବଂ ସେମାନଙ୍କର ସମସ୍ତ ଆସବାବ ପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା।ଏହି ଖବର ପାଇ ଆଜି New Life Social Work Organisation ତରଫରୁ ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପୋଷାକ ଏବଂ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି।ଏହି ଅଗ୍ନି ବିପନ୍ନ ମାନଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ Social Work Organisation ମାନଙ୍କୁ New Life ତରଫରୁ ନିବେଦନ କରାଯାଉଛି।

Please Share

Leave a Reply

Your email address will not be published. Required fields are marked *