ରାଜଗାଙ୍ଗପୁର ରାଣିବନ୍ଧ ସ୍ଥିତ ସରକାରୀ ଘର ଖତ ଖାଉଛି

Advertisement
Advertisement
Click for Any Complaint Regarding This News
AAA Online Services

ରାଣିବନ୍ଧର କାଷ୍ଠଶିଳ୍ପ କାରଖାନା,ଆଇପିଓ କାର୍ଯ୍ୟଳୟ ଓ ଘର ଦିନକୁ ଦିନ ଭୁତ କୋଠରୀରେ ପରିଣତ ହେବାରେ ଲାଗିଛି। ସେଠାକାର ସମସ୍ତ ଝରକା, କବାଟ ମୁଲ୍ୟବାନ ସାମଗ୍ରୀ ଅନାୟାସରେ ଚୋରି ହେଇଯାଉଛି।

IPO OFFICE RANIBANDH
IPO OFFICE RANIBANDH

ବିଗତ ଦିନରେ ଆଇପିଓ ଅଫିସ ଦ୍ୱାରା ବହୁ ବେକାର ଯୁବକ, ଯୁବତୀ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଋଣ ନେଇ ଆତ୍ମନିର୍ଭରଶୀଳ ହୋଇପାରିଥିଲେ ମାତ୍ର ତାହା ଏବେ ଅସାମାଜିକ ଲୋକଙ୍କ ଚରାଭୂଇଁ ପାଲିଟିଛି।ଆଇପିଓ ଅଫିସର ରହିବା ଘର ମଧ୍ୟ ଭୂତ କୋଠରୀରେ ପରିଣତ ହୋଇସାରିଛି ।

IPO RESIDENT
IPO RESIDEN

ତଣୁ ଉଚ୍ଚ୍ କର୍ତ୍ତୃପକ୍ଷ ଓ ସରକାର ଏହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ସାଧାରଣ ଲୋକ, ବୁଦ୍ଧିଜୀବି ଓ ବିଭିନ୍ନ ସଙ୍ଗଠନ ସରକାରଙ୍କୁ ନିବେଦନ କରିଛନ୍ତି ।

କାଷ୍ଠଶିଲ୍ପ କାରଖାନା
କାଷ୍ଠଶିଲ୍ପ କାରଖାନା

ଉକ୍ତ ସ୍ଥାନରେ କୈଣସି ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ହେଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Please Share

Leave a Reply

Your email address will not be published. Required fields are marked *