ବହୁ ଚର୍ଚ୍ଛିତ ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର SIT ଗଠନ କରିଛନ୍ତି । ଆଇଜି ଅରୁଣ ବୋଥ୍ରାଙ୍କୁ ଏହି ଟିମ୍ରେ SIT ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଏସ୍ପି ଆର.କେ ଦୋରା ସାମିଲଙ୍କ ସମେତ ASP ଆର୍.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡାଙ୍କୁ ସାମିଲ କରାଯାଇଛି ।
ବହୁ ଚର୍ଚ୍ଛିତ ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ SIT ଗଠନ କଲେ ରାଜ୍ୟ ସରକାର
Click for Any Complaint Regarding This News
AAA Online Services