ଚାକିରିରୁ ନିଲମ୍ବିତ ହେଲେ IFS ଅଫିସର ଅଭୟ ପାଠକ ; ରଙ୍ଗୀନ ଜୀବନ ଜୀବନଶୈଳୀ ର ପଡ଼ିଲା ଯବନିକା

Advertisement
Advertisement
Click for Any Complaint Regarding This News
AAA Online Services

ପରିଶେଷରେ ବହୁ ଚର୍ଚ୍ଚିତ ଓ ବିବାଦିତ IFS ଅଫିସର ଅଭୟକାନ୍ତ ପାଠକ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯିବା ପରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ସ୍ୱରୂପ ଅଭୟକାନ୍ତଙ୍କୁ ନିଲମ୍ବନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଭିଜିଲାନ୍ସ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗିରଫ କରିଛି ଓ ଗିରଫ କରିବା ପରେ ଭିଜିଲାନ୍ସ ବାପପୁଅଙ୍କୁ କୋର୍ଟ ଚାଲାଣ କରିଥିଲା। ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ।

Please Share

Leave a Reply

Your email address will not be published. Required fields are marked *