IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ଗିରଫ

Advertisement
Advertisement
Click for Any Complaint Regarding This News
AAA Online Services

ବହୁ ଚର୍ଚ୍ଛିତ ବରିଷ୍ଟ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣକରିଛି ଏଠାରେ ସୂଚନା ଯୋଗ୍ୟ ଯେ କ୍ରମାଗତ ଭାବେ ଦୁଇଦିନ ଧରି IFS ଅଭୟ ପାଠକଙ୍କ ଅନେକ ଠିକଣାରେ ଚଢାଉ କଲା ପରେ ଭିଜିଲାନ୍ସ ବିଭାଗ ତାଙ୍କର ସମ୍ପତ୍ତିର ଆକଳନ କରିଥିଲା । ତେବେ ସମ୍ପତ୍ତିର ଆକଳନ ପରେ ଭିଜିଲାନ୍ସ  ଏକ ଲମ୍ବା ଚିଠା ପ୍ରସ୍ତୁତ କରିଛି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ କାଲି ରାତିରେ  ଆଇଏଫଏସ୍ ଅଭୟ ପାଠକଙ୍କ ପୁଅକୁ ଭିଜିଲାନ୍ସ ଟିମ୍ ଭୁବନେଶ୍ବର ଆଣିଥିଲା l

Please Share

Leave a Reply

Your email address will not be published. Required fields are marked *