ବିଧାନ ସଭା ସାମ୍ନାରେ ଆଜି ଆଉଥରେ ଆତ୍ମାହୁତି ଉଦ୍ୟମ :

Advertisement
Advertisement
Click for Any Complaint Regarding This News
AAA Online Services

ବିଧାନ ସଭା ସାମ୍ନାରେ ଆଜି ଆଉଥରେ ଆତ୍ମାହୁତି ଉଦ୍ୟମ ହୋଇଛି। ଏଥର ତିନି ଜଣ ଚାଷୀ  ଚାଷୀ ଆତ୍ମାହୁତି ଉଦ୍ୟମକରିଥିବା ଦେଖିବାକୁ ମିଳିଛି l ପ୍ରାଥମିକ ଯାଞ୍ଚ ଅନୁଯାୟୀ ଏହି ଚାଷୀମାନେ ଆଠଗଡ଼ ଅଞ୍ଚଳର ବୋଲି ଜଣ ପଡିଛି । ଆଜି ଏହି ଚାଷୀମାନେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ହେଲେ କିରାସିନି ଢାଳିବା ବେଳେ ସୁରକ୍ଷା କର୍ମଚାରୀ ମାନେ ଚାଷୀମାନଙ୍କୁ କାବୁ କରିନେଇ ଏକ ବିରାଟ ଅଘଟଣ ହେବାରୁ ବଞ୍ଚାଇଥିଲେ । ତେବେ କଟକ ସେଣ୍ଟ୍ରାଲ୍ କୋଅପରେଟିଭ ବ୍ୟାଙ୍କର ଋଣ ଜାଲିଆତିରେ ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି।

Please Share

Leave a Reply

Your email address will not be published. Required fields are marked *