ନାଗାର୍ଜୁନ ବେଶ ଲାଗି ୧୪୪ ଧାରା ଜାରି

Advertisement
Advertisement
Click for Any Complaint Regarding This News
AAA Online Services

ପୁରୀ: ନାଗାର୍ଜୁନ ବେଶ ଲାଗି ପୁରୀର ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି । ହରଚଣ୍ଡୀ ସାହିରୁ ନାଗାନାଗାର୍ଜୁନ ବେଶକୁ କଡ଼ା ସୁରକ୍ଷାରେ ଶ୍ରୀ ମନ୍ଦିରକୁ ଅଣାଯିବ ବୋଲି ସୂଚନା ମିଳିଅଛି । ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। । ୧୪୪ ଧାରା ଯୋଗୁଁ ଭକ୍ତ ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ହେବେ। ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ କରୋନ ମହାମାରି ଯୋଗୁଁ ପତିତପାବନଙ୍କ ଦର୍ଶନ ନେଇ କଟକଣା ଜାରି କରାଯାଇଛି । ପୁରୀ ସହର ଅତିରିକ୍ତ ସୁରକ୍ଷା ପାଇଁ ୨ ASP, ୭ DSP, ୧୯ SI, ୭୭ ASI ନିଯୁକ୍ତ କରାଯିବା ସହ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।।

Please Share

Leave a Reply

Your email address will not be published. Required fields are marked *