କୋଭିଡ ଗାଇଡ଼ ଲାଇନ କୁ ଆଖି ଆଗରେ ରଖି ଡିଜିଟାଲ ପ୍ଲାଟଫର୍ମରେ ସୁନ୍ଦରଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ଦିବସ ପାଳିତ

Advertisement
Advertisement
Click for Any Complaint Regarding This News
AAA Online Services

ସୁନ୍ଦରଗଡ:-(ଦେବଲୋଚନ କୁମୁରା) କୋଭିଡ ଗାଇଡ଼ ଲାଇନ କୁ ଆଖି ଆଗରେ ରଖି ଡିଜିଟାଲ ପ୍ଲାଟଫର୍ମ ଗୁଗଲ ମିଟ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA ) ସୁନ୍ଦରଗଡ ଦ୍ୱାରା ପାଳିତ ହେଲା ଆଇନ ଦିବସ lଏହି ସଭାରେ ଜିଲ୍ଲା ମୁଖ୍ୟ ନ୍ୟାୟିକ ବିଚାରପତି ,ଭିଜିଲାନ୍ସ କୋର୍ଟ ବିଚାରପତି ,DLSA ଅଧ୍ୟକ୍ଷ ଓ ବରିଷ୍ଠ ଆଇନଜୀବୀ ନିମାୟୀ ଚରଣ ନାଏକ ,ବିଭିନ୍ନ ଶିକ୍ଷାବିତ ,ପାରା ଲିଗଲ ଭୋଲୁନଟିର ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଚାରପତି ଓ ବରିଷ୍ଠ ଆଇନଜୀବୀ ମାନେ ସମ୍ବିଧାନ ଓ ନାଗରିକ ମାନଙ୍କର ମୌଳିକ ଅଧିକାର ଓ କର୍ତ୍ତବ୍ୟ ଉପରେ ସମ୍ୟକ ଧାରଣା ଦେବା ସହିତ ସଂଭିଧାନ ଦ୍ୱାରା ପ୍ରଣୀତ ମୌଳିକ କର୍ତ୍ତବ୍ୟ କୁ ଯଦି ପ୍ରତ୍ୟେକ ନାଗରିକ ସଠିକ ଭାବରେ ପାଳନ କରନ୍ତେ ତେବେ ଭାରତ ସୁନାର ଭାରତ ରେ ପରିଣତ ହୋଇଯାନ୍ତା ବୋଲି ଆଲୋକ ପାତ ହୋଇଥିଲା

Please Share

Leave a Reply

Your email address will not be published. Required fields are marked *