ରୋଗୀ କଲ୍ୟାଣ ସମିତି ର ବାର୍ଷିକୀ ବୈଠକ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର-ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଏକମାତ୍ର ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ ରେ ପରିଚାଳିତ ମାଣ୍ଡୋସିଲ୍ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ବାର୍ଷିକୀ ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଡାକ୍ତର ସୈlମ୍ୟରଂଜନ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆୟୁଷ ଡାକ୍ତର ଶ୍ରୀମତି ଅନିତା ମିଶ୍ର, ଫାର୍ମାସିଷ୍ଟ ପ୍ରାଣକୃଷ୍ଣ ଭଦ୍ର, ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତି ସୁଭଦ୍ରା ମହନ୍ତ, ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତି ପଦ୍ମିନୀ ପଣ୍ଡା ପ୍ରମୁଖ ଯୋଗଦାନ କରି ଡାକ୍ତରଖାନା ର ବିଭିନ୍ନ ସମସ୍ୟା କୁ ଆଖି ଆଗରେ ରଖି ନିଜ ନିଜ ମନ୍ତବ୍ୟ ଉପସ୍ଥାପନ କରିଥିବାର ଜଣା ପଡ଼ିଛି ଶେଷ ରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ବି.ପି.ଓ ଶ୍ରୀମାନ ବିଜୟ କୁମାର ସରାଫ ଧନ୍ୟବାଦ ଦେବା ସହ ବୈଠକ ସାଙ୍ଗ କରିଥିଲେ lବରଗଡ ପଦ୍ମପୁର ରୁ ନିରଂଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *