୨୧.୧୦.୨୦୧୯ ମୁଖ୍ୟ ଖବର
(କ୍ରାନ୍ତି ଓଡ଼ିଶା)
ଆଜି ବିଜେପୁରବାସୀ ନିର୍ଦ୍ଧାରଣ କରିବେ ରୀତା, ଦିଲୀପ ଓ ସନତଙ୍କ ଭାଗ୍ୟ, ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ
ବିଜେପୁର ଉପନିର୍ବାଚନ; ୨୮୫ ବୁଥରେ ହେଉଛି ଭୋଟଗ୍ରହଣ
ଯାଜପୁରରେ ବିଜେପିର ୧୨ ଘଣ୍ଟିଆ ବନ୍ଦ, ଯାତ୍ରୀ ହନ୍ତସନ୍ତ
ରାଜଧାନୀରେ ଅଟୋ ଉପରେ କଟକଣା: କଳ୍ପନା, ରାଜମହଲ ଓ ବାଣୀବିହାରରେ ଷ୍ଟାଣ୍ଡ
ବୁର୍ଲା ମେଡ଼ିକାଲରେ ଡ଼ାକ୍ତରଙ୍କୁ ଦୁଇ ଯୁବକଙ୍କ ମାଡ଼ ମାରିବା ଘଟଣା:ଉଭୟ ଯୁବକଙ୍କୁ ଗିରଫ୍ କଲା ପୁଲିସ
ସାମ୍ନାକୁ ଆସିଲା ପିଓକେରେ ଧ୍ଵସ୍ତବିଧ୍ଵସ୍ତ ଆତଙ୍କୀ ଶିବିରର ଦୃଶ୍ୟ
ତିନି ମହଲା ବାଲକୋନୀରୁ ଖସିପଡ଼ିଲା ଶିଶୁ, ଦେବଦୂତ ସାଜିଲା ଚଳନ୍ତା ରିକ୍ସା
୩ ଆତଙ୍କୀ ଶିବିର ଧ୍ଵଂସ ହୋଇଛି, ୬ରୁ ୧୦ ପାକ୍ ସୈନ୍ୟ ନିହତ ହୋଇଛନ୍ତି: ସେନା ମୁଖ୍ୟ
ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ବିବାଦ; କହିଲେ ଇଭିଏମରେ ଯେଉଁ ସୁଇଚ୍ ଟିପିଲେ ବି ଭୋଟ ଫୁଲକୁ ଯିବ
ବୁର୍ଲା ମେଡିକାଲରେ ଚିକିତ୍ସାଧୀନ କଏଦୀଙ୍କ ମୃତ୍ୟୁ
ରେଲୱେ ଟ୍ରାକରୁ ମିଳିଲା ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପ୍ରଫେସରଙ୍କ ମୃତଦେହ, ଘରୁ ମା’ଙ୍କ ଝୁଲନ୍ତା ମରଶରୀର ଜବତ
ନ୍ୟାୟ ପାଇଁ ୨ ମାସର ଶିଶୁକୁ ଧରି ଥାନାର ଦ୍ବାରସ୍ଥ ହେଲେ ଗଣଦୁଷ୍କର୍ମ ପୀଡିତା