ନୟାଗଡ଼ ଶରଣକୁଳ ନିକଟ ଡମ୍ପର ଧକ୍କାରେ ୬ ଜଣଙ୍କ ଅକାଳ ମୃତ୍ୟୁ

Advertisement
Advertisement
Click for Any Complaint Regarding This News
AAA Online Services

ନୟାଗଡ଼: ଡମ୍ପର ଧକ୍କାରେ ୬ ଜଣଙ୍କ ଅକାଳ ମୃତ୍ୟୁ । ଏଭଳି ଦୁଃଖଦ ଦୁର୍ଘଟଣା ଘଟିଛି ନୟାଗଡ଼ ଶରଣକୁଳ ନିକଟରେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଡମ୍ପରଟି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ  ମାଡ଼ିଯାଇଥିଲା। ଓ ଘଟଣା ସ୍ଥଳରେ  ୬ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୪ ପୁରୁଷ ଥିବା ସୂଚନା ମିଳିଛି l

Please Share

Leave a Reply

Your email address will not be published. Required fields are marked *