ଚାଲିଲା ଜୋରଦାର ଭାବେ ଧରପଗଡ : ପାଞ୍ଚୋଟି ବାଲି ବୋଝେଇ ଟ୍ରାକ୍ଟର ଗଣିଲେ ଦୁଇଲକ୍ଷ,ବୟାଅଶୀ ହଜାର !

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:-ବରଗଡ଼ ଜିଲ୍ଲା ର ଝାରବନ୍ଧ ଅଂଚଳ ରେ ଚୋରା ବାଲି ଚାଲାଣ ହେଉ ଥିବା ଘଟଣା ସବୁ ବେଳେ ଆଲୋଚନା ର ବିଷୟ ପାଲଟିଛି l ବାଲି ମାଫିଆ ମାନେ ଓ ଦଲାଲ ମିଶି ଲକ୍ଷ ଲକ୍ଷ ଟଙ୍କା ର ବାଲି ଛତିଶଗଡ ରାଜ୍ୟ ସମେତ ବିଭିନ୍ନ ଜାଗା ରେ ବେଆଇନ ଭାବ ରେ ବିକ୍ରି କରୁଛନ୍ତି ! ବରଗଡ ଏବଂ ଝାରବନ୍ଧ ଥାନା ସହାୟତା ରେ ବିଭିନ୍ନ ଯାଗାରେ ଚଢ଼ାଉ କରି ୫ ଟି ଟ୍ରାକଟର ଜବତ କରି ଥାନା କୁ ଆଣି ଥିଲେ lତା ସହିତ ହେଲମେଟ ପିନ୍ଧିନ ଥିବା 20ଜଣ ଙ୍କ ଠାରୁ ସମୁଦାୟ ଦୁଇ ଲକ୍ଷ ବୟାଅଶୀ ହଜାର ଟଙ୍କା ଜରିବାନା ଆଦାୟ କରାଯାଇଛି lଏହି ଚଢାଉ ସମୟରେ ବରଗଡ ଆର.ଟି.ଓ ଏବଂ ଷ୍ଟାଫ ଓ ଝାରବନ୍ଧ ପୋଲିସ IIC ଟିକେ ମୁର୍ମୁ ଏବଂ ଷ୍ଟାଫ ସହଯୋଗ କରିଥିଲେ ହେଲେ ପଦ୍ମପୁର ଅଂଚଳ ର ଅନେକ ଥାନାରେ ଆଇ.ଆଇ.ସି ମାନେ କେତେକ ହୋମଗାର୍ଡ ଙ୍କ ଇଙ୍ଗିତ ରେ ପରିଚାଳିତ ହେଉଥିବାର ଆଲୋଚ୍ୟ ର ବିଷୟ ପାଲଟିଛି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *