ବିଧାନସଭା ଆଗରେ ଏକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

Advertisement
Advertisement
Click for Any Complaint Regarding This News
AAA Online Services

ଆଜି ବିଧାନସଭା ସାମ୍ନାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ସୂଚନା ମୁତବକ ଆଜି ବିଧାନସଭା ଆଗରେ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମଦାହ ଉଦ୍ୟମ କରୁଥିବା ସମୟରେ ପୋଲିସ୍ ଉଭୟଙ୍କୁ ରକ୍ଷା କରିବାରେ ସଫଳ ହୋଇଥିଲା । ପୁଲିସ ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ଦମ୍ପତିଙ୍କ ଘର ନୟାଗଡ଼ ବୋଲି ଜଣ ପଡିଛି । ତେବେ ସେମାନେ କେଉଁ ପରିସ୍ଥିତି ରେ ଏଭଳି ଚରମ ପଦକ୍ଷେପ ନେବାକୁ ଯାଉଥିଲେ ସେ ବିଷୟରେ ବିସ୍ତ୍ରୁତ ଖବର ମିଳିପାରି ନାହିଁ  ।

Please Share

Leave a Reply

Your email address will not be published. Required fields are marked *