ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ, ଏଠାରେ ସୂଚନା ଯୋଗ୍ୟ ଯେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଛଅ ଥର ସାଂସଦ ତରୁଣ ଗୋଗୋଇଙ୍କ ସୋମବାର ଦେହାନ୍ତ ହୋଇଛି। ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ଏହି ସୂଚନା ଦେଇଛନ୍ତି। ସୋମବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। କରୋନା ସଂକ୍ରମିତ 84 ବର୍ଷୀୟ କଂଗ୍ରେସ ନେତା ଗୁଆହାଟୀ ମେଡିକାଲରେ ଚିକିତ୍ସିତ ହେଉଥିଲେ।
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଦେହାନ୍ତ
Click for Any Complaint Regarding This News
AAA Online Services