୧୯.୧୦.୨୦୧୯। ମୁଖ୍ୟ ଖବର
(କ୍ରାନ୍ତି ଓଡ଼ିଶା)
ବିଜେପୁର ଉପନିର୍ବାଚନ ପ୍ରସ୍ତୁତି ଶେଷ; ଆଜି ସରିବ ପ୍ରଚାର
ମହାରାଷ୍ଟ୍ର-ହରିୟାଣା ନିର୍ବାଚନ: ଆଜି ସରୁଛି ପ୍ରଚାର, ୨୧ରେ ଭୋଟ
ପଲସରରେ ଆସି ବେପାରୀଙ୍କ ଠାରୁ ଝାମ୍ପି ନେଲେ ୨ କିଲୋ ରୂପା ଗହଣା
ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୩ଶିକ୍ଷକ ସସପେଣ୍ଡ
ହିନ୍ଦୁ ମହାସଭାର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା
ନିଜେ ଅର୍ଥ ହଡପ କରି ରଚିଥିଲା ଲୁଟର ନାଟକ, ପୁଲିସ ଜେରାପରେ ସତ ଓଗାଳିଲା ଅଭିଯୁକ୍ତ
ଆଫଗାନିସ୍ତାନ ମସଜିଦରେ ବିସ୍ପୋରଣ ୬୨ମୃତ, ୬୦ଆହତ
ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷିତ, ମହିଳା ଦଳରେ ୩ଓଡ଼ିଆ ସାମିଲ
୭୬ତମ ରାଜ୍ୟ ପୁଲିସ କବାଡି ଓ ଅଷ୍ଟମ ହ୍ୟାଣ୍ତବଲ ପ୍ରତିଯୋଗିତା ଉଦ୍ଘାଟିତl
ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଅନ୍ତିମ ଟେଷ୍ଟ : କ୍ଲିନସୁଇପ୍ ଲକ୍ଷ୍ୟରେ ଭାରତ
୨୦୨୦ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟ ହେବ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ
ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାଜ୍ୟପାଳ, ୬ ସୁରକ୍ଷାକର୍ମୀ ଆହତ