ଲକ୍ଷ୍ନୌ ରେ ହିନ୍ଦୁ ନେତା କମଲେଶ ତିୱାରୀ ଙ୍କୁ ହତ୍ୟା

Advertisement
Advertisement
Click for Any Complaint Regarding This News
AAA Online Services

ଲକ୍ଷ୍ନୌ ର ଖୁର୍ଷିଦାବାଦ ଠାରେ ହିନ୍ଦୁ ସମାଜ ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ହିନ୍ଦୁ ମହାସଭା ର ପୂର୍ବତନ ନେତା କମଲେଶ ତିୱାରୀ ଙ୍କୁ ତାଙ୍କ ଘରେ ତଣ୍ଟି ଚିପି ହତ୍ୟା କରାଯାଇଛି।ଏହାପରେ ପାଖ ଆଖ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।ପୋଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ବୋଲି ଜଣାପଡିଛି।

Please Share

Leave a Reply

Your email address will not be published. Required fields are marked *