ଜି.ଉଦୟଗିରିରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ,୩୨ ୟୁନିଟ ସଂଗୃହିତ

Advertisement
Advertisement
Click for Any Complaint Regarding This News
AAA Online Services

ଜି.ଉଦୟଗିରି, (ପ୍ରତାପ ଚନ୍ଦ୍ର ପାଢୀ) ସ୍ଥାନୀୟ ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ରକ୍ତ ଦାନ ଶିବିରକୁ ମୂଖ୍ୟଅତିଥି ଭାବେ ଜି.ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ଡି.ତିରୁପତି ରାଓ ପଟ୍ଟନାୟକ, ଥାନା ଅଧିକାରୀ ନରେଶ କୁମାର ସାହୁ, ଏନ ଏ ସିର ପୂର୍ବତନ ଉପାଧ୍ୟକ୍ଷ ଭାନୁପ୍ରଭା ମିଶ୍ର ଆନୁଷ୍ଠାନିକ ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।

ଏହି ରକ୍ତ ଦାନ ଶିବିରରେ ମୋଟ ୩୨ ଜଣ ରକ୍ତଦାତା ରକ୍ତ ଦାନ କରିଥିଲେ।କାର୍ଯ୍ୟକ୍ରମକୁ ସମୀର କୁମାର ପାଢୀ ଆୟୋଜିତ କରିଥିବାବେଳେ ସନ୍ତୋଷ କୁମାର ଆଚାର୍ଯ୍ୟ, ମାନସ ରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ।

Please Share

Leave a Reply

Your email address will not be published. Required fields are marked *