ରାଜଧାନୀରେ ଦୁର୍ବୃତ୍ତଙ୍କ ଏଟିଏମ ଲୁଟ ଉଦ୍ୟମ ବିଫଳ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର କଟକ ରୋଡରେ ଦୁର୍ବୃତ୍ତଙ୍କ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଥିବା ସୁଚନା ମିଳିଅଛି l ଏଠାରେ ସୁଚନା  ଆଜି ଭୋର ସମୟରେ ଲୁଟେରା ମାନେ କଟକ ରୋଡସ୍ଥିତ ଏକ ଏଟିଏମକୁ ଭାଙ୍ଗି ଲୁଟ କରିଥିବା ସମୟରେ  ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଜଣେ ଲୁଟେରାକୁ  କାବୁ କରିଥିଲେ l କମିଶନରେଟ ପୁଲିସ ସେହି  ଘଟଣାରେ ଲୁଟେରା ଜଣକୁ ଗିରଫ କରାଯିବା ସହ ୪ ଜଣଙ୍କୁ ଅଟକ ରଖିଛି।

Please Share

Leave a Reply

Your email address will not be published. Required fields are marked *