ଆଜି ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୧୯ ତମ ଜନ୍ମ ବାର୍ଷିକ ଉତ୍ସବ ରାଜ୍ୟର ଅନେକ ପାଳିତ ହେଉଅଛି ।ସେ ଏକା ଧାରାରେ ଥିଲେ ଜଣେ କବି, ସାମ୍ବାଦିକ, ଲେଖକ, ରାଜନୈତିକ, ଅର୍ଥନୈତିକ, ତଥା ସୂବକ୍ତା l ସେ ଥିଲେ ସ୍ବାଧିନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଥିଲେ ତାଙ୍କୁ ଆଧୁନିକ ଓଡ଼ିଆର ନିର୍ମାତା କୁହାଯାଏ।ତାଙ୍କର ଶାସନ କାଳରେ ଓଡ଼ିଶାର ବହୁତ ଉନ୍ନତି ହେଇଥିଲା l ସେ ଭଦ୍ରକ ଜିଲ୍ଲା ଆଗରପଡା ଠାରେ ୨୧ ନଭେମ୍ବର ୧୮୯୯ ଜନ୍ମ ଗ୍ରହଣ କରିଥିଲେ।କ୍ରାନ୍ତି ଓଡିଶା ନିୟୁଜ ପକ୍ଷରୁ କୋଟି କୋଟି ପ୍ରଣାମ ।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।
ଆଜି ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୧୯ ତମ ଜନ୍ମ ବାର୍ଷିକ
Click for Any Complaint Regarding This News
AAA Online Services