ଅପମିଶ୍ରିତ କଫ ସିରପ୍ ଜବତ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ପୋଲିସ ତରଫରୁ ସହରର ବଡବନ୍ଧପଡା ର କାପଲୁ ଓରଫ୍ ଚିତ୍ତରଞ୍ଜନ ଦାସ କୁ ଅପମିଶ୍ରିତ କଫସିରପ ବିକ୍ରୟ ସମୟରେ ଗିରଫ କରିଛି lତା ପାଖରୁ ପ୍ରାୟ ୯୦ ଲିଟର ଅପମିଶ୍ରିତ କଫ ସିରପ୍,୧୬୦ ଟି ନାଇଟ୍ରୋଜେନ୍-୧୦ଏମ୍.ଜି ର ନିଦ ବଟିକା, ଗୋଟିଏ ଗ୍ରେମର ମଟର ସାଇକେଲ,ନଗଦ ୬୦୦ ଟଙ୍କା ପୋଲିସ ଚଢ଼ାଉ ବେଳେ ଜବତ କରିଛି lତା ଛଡ଼ା ୪ ଗୋଟି କ୍ୟାମେରା ୧୭ ଟି ବିଭିନ୍ନ କମ୍ପାନୀ ର ମୋବାଇଲ୍ ଫୋନ୍ ଓ ୬୦ ଟି କୋଡାକ୍ ରିଲ୍ ଯାହାକୁ ଅଭିଯୁକ୍ତ ଚିତ୍ତରଞ୍ଜନ କୈାଣସି କାଗଜପତ୍ର ଦେଖେଇ ପାରି ନଥିଲା lଫଳରେ ବାଧ୍ୟହୋଇ ପୋଲିସ ଏ ସବୁ କୁ ଜବତ କରିଛି l ଏ ଅତର୍କିତ ଚଢ଼ାଉ ଆଇ.ଆଇ.ସି ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ହଠାତ୍ ଏସ.ଆଇ ସୋମ୍ୟରଞ୍ଜନ ପାତ୍ର,ଏସ୍.ଆଇ ପ୍ରତିମା ଡୁଙ୍ଗଡୁଙ୍ଗ,ଏ. ଏସ୍.ଆଇ ପବିତ୍ର ମୋହନ ବେହେରା ଉକ୍ତ ଘଟଣା ସମୟ ରେ ସାମିଲ ଥିଲେ lବରଗଡ ପଦ୍ମପୁର ରୁ ନିରଂଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତିଓଡିଶା

Please Share

Leave a Reply

Your email address will not be published. Required fields are marked *