ବରୀ ମାଉଣ୍ଡ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ବରୀ ଏବିଭିପି ତରଫରୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ପାଳନ

Advertisement
Advertisement
Click for Any Complaint Regarding This News
AAA Online Services

ବରୀ : ଆଜି ବରୀ ମାଉଣ୍ଡ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ବରୀ ଏବିଭିପି ତରଫରୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ପାଳନ କରାଯାଇଥିଲା l ଏହି ଉତ୍ସବ ରେ ଉତ୍କଳ ବିଶ୍ୱବିଦ୍ୟାଳୟର ସହ ସମ୍ପାଦକ ବିଶ୍ୱରଂଜନ ରାଉତ, ବରୀ ଆର ଏସ ଏସ ଖଣ୍ଡ ର ସହକାର୍ଯ୍ୟବାହ ଦୀପକ ଭରଦ୍ୱାଜ, ବରୀ ଏବିଭିପି ର ପୂର୍ବତନ ସମ୍ପାଦକ ସ୍ମୃତିରଞ୍ଜନ ବେହେରା, ସଞ୍ଜୟ କୁମାର ବେହେରା, ଜବାହାରଲାଲ ମହାନ୍ତି,ସୁଶାନ୍ତ ସେଠୀ, ଜ୍ୟୋତିରଞ୍ଜନ ବେହେରା, ଶୁଭ୍ରଜିତ ବେହେରା, ବର୍ଷାନିତା ପାଢୀ, ଇପ୍ସିତା ପରିଡା, ସୁପ୍ରିୟାରାନୀ ବେହେରା,ଶିଳ୍ପାସୁମନ ବେହେରା, ମଧୁସ୍ମିତା ପାଢ଼ୀ, ମଧୁସ୍ମିତା ଜେନା, ଜ୍ଞାନରଞ୍ଜନ ବେହେରା, ସ୍ୱୟଂଜ୍ୟୋତି ବେହେରା, ମହେନ୍ଦ୍ର ବେହେରା, ଦେବଦତ୍ତ ବେହେରା, ଆଶୀର୍ବାଦ ବାରିକ, ମୃତ୍ୟୁଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଉତ୍ସବ ରେ ଏବିଭିପି ତରଫରୁ ବରୀ କୃପାସିନ୍ଧୁ ବିଦ୍ୟାଭବନର ମଧୁଶ୍ରୀ ବେହେରା ଙ୍କୁ ଦଶମ ଶ୍ରେଣୀ ରେ ସବୁଠାରୁ ଅଧିକ ନମ୍ବର ରଖିଥିବାରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା. ଏହି କାର୍ଯ୍ୟ ରେ ବରୀ ଏବିଭିପି ବହୁ କାର୍ଯ୍ୟ ଉପସ୍ଥିତ ରହିଲେ।

Please Share

Leave a Reply

Your email address will not be published. Required fields are marked *