ଅଜଣା ଗାଡ଼ି ଧକ୍କାରେ ରେ ଦୁର୍ଘଟଣା : ପଦ୍ମପୁର ସରକାରୀ ଚିକିତ୍ସାଳୟ ରେ ଚାଲିଛି ଚିକିତ୍ସା

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର- ରାସନ ସାମଗ୍ରୀ କିଣି ରାସ୍ତା କ୍ରସ କରୁଥିବା ସମୟରେ ଦୁର୍ଘଟଣା ଆଜି ସନ୍ଧ୍ୟା ସମୟରେ ବୁଡ଼େନ ଥାନା ଅନ୍ତର୍ଗତ ଆମବାହାଲ ଗ୍ରାମର ଚୈତନ ଦୀପ, ବୟସ ୬୨ ଦହିତା ଗାଁ କୁ ରାସନ ସାମଗ୍ରୀ କିଣି ଆସି ଥିଲେ।କିଏ ଜାଣି ଥିଲା ଦୁର୍ଘଟଣା ହେବ ବୋଲି, ରାସ୍ତା ପାର କରୁଥିବା ସମୟରେ ଏକ ଅଜଣା ଗାଡ଼ି ଆସି ଧକ୍କା ଦେଇଥିଲା।ବୃଦ୍ଧା ଜଣକ ରକ୍ତ ଜୁଡ଼ୁ ବୁଡୁ ହୋଇ ସେଠାରେ ଚେତାଶୂନ୍ୟ ହୋଇଯାଇ ଥିଲେ, ଦହିତା ଗାଁ ର ଲୋକ ମାନେ ବୃଦ୍ଧା କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସଳୟ କୁ ଆଣି ଚିକିତ୍ସିତ କଲେ।ଏବେ ବର୍ତ୍ତମାନ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରେ ଅଛି ବୋଲି ଜଣାଯାଏ

Please Share

Leave a Reply

Your email address will not be published. Required fields are marked *