ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତଙ୍କ ବିରୁଦ୍ଧରେ ଦୃଢ କର୍ଯାନୁଷ୍ଟାନ ଦାବୀ ଓ ଟାଉନଥାନା ରେ ଏତଲା

Advertisement
Advertisement
Click for Any Complaint Regarding This News
AAA Online Services

ପୁରୀ, (ଶ୍ରୀପର୍ଣ୍ଣା ମହାନ୍ତି) ,ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ଙ୍କ ବିବାଦୀୟ ମନ୍ତବ୍ୟ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟାଉନ ଥାନା ରେ ଏତଲା ଦିଆଯାଇଛି । ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ସଂସଦୀୟ କ୍ଷେତ୍ରରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପରେ ସାରା ଭାରତ ଲୋକମାନେ ପୁରୀ ସହର କୁ ଚିହ୍ନିଲେ। ଏହି ଭଳି ନିମ୍ନ ଧରଣର ବାଚାଳାମି ବକ୍ତବ୍ୟ ପୁରୀ ସହର ବାସିଙ୍କୁ ଆଘାତ ଦେଇଛି । ଏହି ମନ୍ତବ୍ୟକୁ ବିରୋଧ କରି ଆଜି ପୁରୀ ସହର ର ସମସ୍ତ ବୁଦ୍ଧିଜିବୀ,ଜଗନ୍ନାଥ ପ୍ରେମୀ,ଭକ୍ତ ଓ ବିଭିନ୍ନ ରାଜନୈତିକ ଦଳ ତରଫରୁ କଡା ବିରୋଧ କରାଯାଇଛି ।

ରାଜ୍ୟ ଯୁବ ବିଜେଡି ର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ନେତୃତ୍ବରେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,ବିଜେଡି କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମହାପାତ୍ର , ଖୁଣ୍ଟିଆ ସଦାଶିବ ପ୍ରଧାନ, ଦିପକ ରଞ୍ଜନ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଶଙ୍ଘମିତ୍ର ସିଂହାରି, ଲକ୍ଷ୍ମୀକାନ୍ତ ବେହେରା, ପୂର୍ଣ୍ଣଚନ୍ଦ୍ର ଦାସ, ବାବୁଲି ବାରିକ ,ଦିପକ କୁମାର ଦାସ ପ୍ରମୁଖ ଏକ ଶୋଭାଯାତ୍ରା ରେ ଯାଇ ଟାଉନ ଥାନା ରେ ଏତଲା ଦେଇଛନ୍ତି ।

Please Share

Leave a Reply

Your email address will not be published. Required fields are marked *