ସୁନ୍ଦରଗଡ ଭୋଜପୁର ଠାରେ ବିଜେପିର ଭବ୍ୟ କାର୍ଯ୍ୟାଳୟ ଉଦଘାଟିତ

Advertisement
Advertisement
Click for Any Complaint Regarding This News
AAA Online Services

ଆଜି ଦିନ ୧୦ ଟା ସମୟରେ ରାଜଗାଙ୍ଗପୁର ବିଜେପି ମଣ୍ଡଳ ସଭାପତି ଶ୍ରୀ ଶଂକର ସିଂହଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏବଂ ନେତା ସୁନ୍ଦରଗଡ ଠାରେ ନୁତନଭାବେ ତିଆରି ଭବ୍ୟ କାର୍ଯ୍ୟାଳୟ ଉଦଘାଟନ ସଭାରୋ ଯୋଗଦେଇଥିଲେl ସମଗ୍ର ଜିଲ୍ଲା ରୁ ହଜାର ହଜାର କର୍ମୀ ଓ ନେତା ଉକ୍ତ ଉତ୍ସବରେ ଆସିଥିଲେ l କେନ୍ଦ୍ରୀୟ ସଭାପତି ଶ୍ରୀ ଜେପି ନଡ୍ଡା ଦିଲ୍ଲୀ ରୁ ସିଧାପ୍ରସାରଣ ଜରିଆରେ କର୍ମୀ ଏବଂ ନେତାଙ୍କୁ ଉଦବୋଧନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସୁନ୍ଦରଗଡ ଏମପି ଶ୍ରୀ ଜୁଏଲ ଓରାମ ଓ ସୁନ୍ଦରଗଡ ଜିଲ୍ଲା ର ସମସ୍ତ ବିଜେପି ବିଧାୟକ, ଜଲ୍ଲା , ବ୍ଳକ , ମଣ୍ଡଳ ସଭାପତି ଅସଂଖ୍ୟ ନେତା ତଥା କର୍ମୀ ଏବଂ ସଧାରଣ ଜନତା ଯୋଗଦାନ କରିଥିଲେ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ  ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Please Share

Leave a Reply

Your email address will not be published. Required fields are marked *