ଛଟ୍ ପୂଜାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦେଶନାମା ଜାରୀ l

Advertisement
Advertisement
Click for Any Complaint Regarding This News
AAA Online Services
କରୋନା ମହାମାରୀ ଯୋଗୁ  ଛଟ୍ ପୂଜା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି l ଏଠାରେ ସୁଚନା ଯୋଗ୍ୟ ଯେ ଏ ବର୍ଷ ନଭେମ୍ବର ୨୦ ଓ ୨୧ରେ ଛଟ୍ ପୂଜା ପଡୁଛି l ଏହାକୁ ନେଇ ରାଜ୍ୟ ସରକାର କଡା ପଦକ୍ଷେପ ନେଇଛନ୍ତି l ଛଟ୍ ପୂଜାକୁ ନଜରରେ ରଖି ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି l
Please Share

Leave a Reply

Your email address will not be published. Required fields are marked *