ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

Advertisement
Advertisement
Click for Any Complaint Regarding This News
AAA Online Services

ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତିଶ କୁମାର l ରାଜ୍ୟପାଳ ଫଗୁ ଚୌହାନ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ l ଏହା ସହ ବିହାରରେ ଆଉ ଥରେ ଏନ .ଡି ,ଏ ବିହାରର ରାଜ୍ୟ ଭାର ନିଜ ହାତକୁ ନେଇଛି l ଏଠାରେ ସୁଚନା ଯୋଗ୍ୟ ଯେ ବିହାର ନିର୍ବାଚନ ରେ ମହାମେଣ୍ଟ ଏନ .ଡି ,ଏକୁ କଡା ମୁକିବିଲା ଦେଇଥିଲା ମାତ୍ର ୧୨୫ ଟି ଆସନ ଜିତି  ଏନ .ଡି ,ଏ ନିର୍ବାଚନ ଜିତିଥିଲା l

Please Share

Leave a Reply

Your email address will not be published. Required fields are marked *