ବିଜୁ ଯୁବ ଜନତା ଦଳ ପକ୍ଷରୁ ବୀର ବିର୍ସା ମୁଣ୍ଡାଙ୍କୁ ମାଲ୍ଲା ଅର୍ପଣ କାର୍ଯ୍ୟକ୍ରମ

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର ରାଣିବନ୍ଧରେ ସ୍ଥିତ ବୀର ବିର୍ସାଙ୍କ ମୁର୍ତ୍ତି ନିକଟରେ ଗତକାଲି ରାଷ୍ଟ୍ରୀୟ ଆଦିବାସୀ ପରିଷଦର ମହାସଚିବ ତଥା ସୁନ୍ଦରଗଡ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀଙ୍କ ଦ୍ୱାରା ବୀର ବିର୍ସାଙ୍କ ୧୪୫ତମ ଜନ୍ମଦିନ ଅବସରରେ ଏକ କାର୍ଯ୍ୟକ୍ରମ କରିଥିଲେ ଉକ୍ତ ସ୍ଥାନରେ ଯୁବ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କର୍ମୀ ମାନେ ଉପସ୍ଥିତ ରହି ଭଗବାନ ବିର୍ସାଙ୍କୁ ମାଲ୍ଲା ଅର୍ପଣ କରିଥିଲେlଏଥିରେ ରାଜଗାଙ୍ଗପୁର ଟାଉନ ବିଜେଡି ସଭାପତି ରାଜେନ୍ଦ୍ର ବେହେରା, ଯୁବ ସଭାପତି ଚିନ୍ତୁ ସାହୁ, ବିଶ୍ୱପ୍ରକାସ ବେହେରା, ଆଦିବାସୀ ନେତା ଶୁସିଳ ଲାକାଢା ଓ ବହୁ କର୍ମୀ ,ସାଧାରଣ ଜନତା ଉପସ୍ଥିତ ରହି ବୀର ବୀରସାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ ।

Please Share

Leave a Reply

Your email address will not be published. Required fields are marked *