ମାଟି ଖୋଳିବା ବେଳେ ହଠାତ ଆବିର୍ଭାବ ହେଲେ ଶିବ ଲିଙ୍ଗ ଓ ପାର୍ଶ୍ଵ ମୂର୍ତ୍ତି

Advertisement
Advertisement
Click for Any Complaint Regarding This News
AAA Online Services

ଭଦ୍ରକ :ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତ ଗୋରାମାଟି ଗାଁର ବଳଦିଆ ପଦାଠାରେ ଏହି ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତିl  ଅମାବାସ୍ୟା ରାତିରେ ମାଟି ଖୋଳିବା ବେଳେ ହଠାତ ଆବିର୍ଭାବ ହେଲେ ଶିବ ଶଙ୍କର ଓ ପାର୍ଶ୍ଵ ମୂର୍ତ୍ତି । ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତ ଗୋରାମାଟି ଗାଁର ବଳଦିଆ ପଦାଠାରେ ଏହି ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତି ।ଆଉ ମାଟି ତଳୁ ମହାଦେବ ବାହାରିବା ପରେ ପୂଜାର୍ଚ୍ଚନା ପାଇଁ ଲୋକଙ୍କର ନଥିବା ଭିଡ ଲାଗି ରହିଛି ।ତେବେ ଗତକାଲି  ଗୋରାମାଟି ଗାଁର ବଲଦିଆପଦା ପଡିଆରେ ଏକ ପାର୍କ ନିର୍ମାଣ ପାଇଁ ମାଟି ସମତୁଲ କରାଯାଉଥିଲା। ଏହି ସମୟରେ ରାତିରେ ଟ୍ରାକ୍ଟର ମୁନରେ ଏହି ପଥରେ ବାଜି ଥିଲ। ଟ୍ରାକ୍ଟର ମୁନ ଭାଙ୍ଗି ଯାଇଥିଲା।ଏହାପରେ ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ତଳେ ପଥର ମୂର୍ତ୍ତି ଥିବା ଦେଥିବାକୁ ପାଇଥିଲେ। ପରେ ସେମାନେ ସରପଞ୍ଚ ଓ ଗାଁ ଲୋକଙ୍କୁ ଖବର ଦେବାରୁ ସମସ୍ତେ ଏକତ୍ରିତ ହୋଇ ଅଧିକ ଖୋଳାଖୋଳି କରିଥିଲେ। ପରେ ପାତାଳୀ ମୂର୍ତ୍ତି ଦେଖିବାକୁ ମିଳିଥିଲା । ଏବେ ଗାଁରେ ପୂଜା ପାଠ ଚାଲିଛି।ଗୋରାମାଟି ଗାଁ ରେ ପାର୍କ ପାଇଁ ମାଟି ଖୋଳା ବେଳେ, ମାଟିତଳୁ ଶିବଲିଙ୍ଗ ଫାଳ ରେ ବାଜିଥିଲା, ସେଠାରେ ଠାକୁରଙ୍କୁ ପୂଜାର୍ଚ୍ଚନା ଚାଲିଛି, ନିର୍ମାଣ ହେବ ଶିବ ମନ୍ଦିର l ୟେ ହେଉଛି ଭଦ୍ରକ ଜିଲ୍ଲାର ଏକ ଖେଳ ପଡ଼ିଆର ଦୃଶ୍ୟ। ସ୍ଥାନୀୟ ଗୋରାମାଟି ଗାଁର ଏକ ପଡ଼ିଆରେ ପାର୍କ ନିର୍ମାଣ ପାଇଁ ମାଟି ସମତୁଲ କରାଯାଉଥିଲା। ଆଉ ସେତେବେଳେ ବାହାରିଲା ଶିବଲିଙ୍ଗ ଭଦ୍ରକ ଟାଉନ ରୁ କମଳ ଲୋଚନ ପଣ୍ଡା ଙ୍କ ରିପୋର୍ଟ

Please Share

Leave a Reply

Your email address will not be published. Required fields are marked *